ସେଟିଂସ୍ >ସାଧାରଣ > ସଫ୍ଟ୍ୱେୟର୍ ଅପ୍ଡେଟ୍କୁ ଯାଆନ୍ତୁ।
ସ୍କ୍ରୀନ୍ iPadOSର ସମ୍ପ୍ରତି ସ୍ଥାପିତ ହୋଇଥିବା ଭର୍ଶନ୍ ଏବଂ ଏକ ଅପ୍ଡେଟ୍ ଉପଲବ୍ଧ ଅଛି କି ନାହିଁ ଦେଖାଏ।