Thunderbolt /USB4 ସମର୍ଥନ କରୁଥିବା ମଡେଲ୍

  • iPad Pro 11-ଇଞ୍ଚ୍ (3ୟ ଏବଂ 4ର୍ଥ ଜେନେରେଶନ୍)

  • iPad Pro 11-ଇଞ୍ଚ୍‌ (M4)

  • iPad Pro 12.9-ଇଞ୍ଚ୍ (5ୟ ଏବଂ ପରବର୍ତ୍ତୀ ଜେନରେଶନ୍‌)

  • iPad Pro 13-ଇଞ୍ଚ୍‌ (M4)

ଧ‍୍ୟାନ ଦିଅନ୍ତୁ: ଆପଣ USB-C ଆକ୍ସେସରିକୁ Thunderbolt /USB4 ପୋର୍ଟ୍‌ରେ ମଧ୍ଯ ସଂଯୋଗ କରିପାରିବେ।